ସମନ୍ୱୟ ବୈଠକରେ ନିଷ୍ପତ୍ତି : ଏଥର ଭକ୍ତଙ୍କ ସହ ରୁକୁଣା ରଥଯାତ୍ରା

ପୁରୁଣା ଭୁବନେଶ୍ୱର: ଦୁଇବର୍ଷ ପରେ ଭକ୍ତ ଦେଖିବେ ରକୁଣା ରଥଯାତ୍ରା। ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ରୁକୁଣା ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିନଥିବା ଭକ୍ତ ଏଥର ସୁଯୋଗ ପାଇବେ। ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥାଯାତ୍ରା ପାଇଁ ଆଜି ସ୍ୱତନ୍ତ୍ର ସର୍କିଟ୍‍ ହାଉସ୍‍ଠାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରଥଯାତ୍ରା ଠାରୁ ବାହୁଡ଼ାଯାତ୍ରା … Continue reading ସମନ୍ୱୟ ବୈଠକରେ ନିଷ୍ପତ୍ତି : ଏଥର ଭକ୍ତଙ୍କ ସହ ରୁକୁଣା ରଥଯାତ୍ରା